କିଏ ବନାମ କିଏ କିଏ? | Odisha Reporter
Advertisment
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ ୧୦ତାରିଖରେ ସେଠାରେ ମତଦାନ କରାଯିବ। ତାରିଖ ଘୋଷଣା ହେବା ମାତ୍ରେ ଝାରସୁଗୁଡ଼ାରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଏହି ଆସନରୁ ଜିତିଥିବା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ନିର୍ବାଚନ କରାଯାଉଛି। ସେହି ଦୃଷ୍ଟିରୁ ବିଜେଡ଼ି ଏହି ଆସନରୁ ନବ ଦାସଙ୍କ ପରିବାରରୁ ଜଣେ କାହାକୁ ପ୍ରାର୍ଥୀ କରିପାରେ। ଚର୍ଚ୍ଚା ଅନୁସାରେ ନବଙ୍କ ଝୀଅ ଦିପାଳୀ କିମ୍ୱା ତାଙ୍କ ପୁଅ ବିଶାଲ ଦାସ ଏଠାରୁ ପ୍ରାର୍ଥୀ ହେଇପାରନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us