Advertisment

କିଏ ସେ ଲାତମରା?

ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ଲାତ ମାରିଲା କିଏ? କିଏ ସେ ଧଳାସାର୍ଟ ପିନ୍ଧା ଯୁବକ ବୋଲି ବିଜେପି କଲା ପ୍ରଶ୍ନ? ବିଜେଡି ପାଖରେ ନାହିଁ କି ଉତ୍ତର? ପୁଲିସ୍ ସପୋର୍ଟରେ ସରକାରୀ ଦଳ! ଥମିବ ନା ଆଗକୁ ବିରୋଧ ହେବ ପ୍ରବଳ?

author-image
Debendra Prusty

ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ଲାତ ମାରିଲା କିଏ?  କିଏ ସେ ଧଳାସାର୍ଟ ପିନ୍ଧା ଯୁବକ ବୋଲି ବିଜେପି କଲା ପ୍ରଶ୍ନ? ବିଜେଡି ପାଖରେ ନାହିଁ କି ଉତ୍ତର? ପୁଲିସ୍ ସପୋର୍ଟରେ ସରକାରୀ ଦଳ! ଥମିବ ନା ଆଗକୁ ବିରୋଧ ହେବ ପ୍ରବଳ?

Advertisment
Bjp BjD Odisha Police Odisha Odisha Politics