ସୁକାନ୍ତ ଏବେ ବିଜେଡି ପାଇଁ ଗଳାର କଣ୍ଟା ! | Odisha Reporter
ବିଜେଡି ଟିକେଟ ପାଇବା ଲୋଭରେ ବିଜେପି ଛାଡ଼ି ପଳାଇଲେ ସୁକାନ୍ତ ନାୟକ। ବିଜେଡିରେ ଥିବା ସନ୍ତୋଷ ଖଟୁଆ ଦେଖାଉଛନ୍ତି ନାଲି ଆଖି । ଯଦି ସୁକାନ୍ତ ବିଜେଡିରୁ ଟିକେଟ୍ ପାଆନ୍ତି ତେବେ ସନ୍ତୋଷ ଫେରିପାରନ୍ତି ବିଜେପିକୁ। ନୀଳଗିରି ବିଧାନସଭା ଆସନ ପାଇଁ 3 ଦଳ ମଧ୍ୟରୁ ଗୋଟିଏ ବି ପାର୍ଟି ଘୋଷଣା କରିନି ପ୍ରାର୍ଥୀ। ସମସ୍ତେ ଚାହିଁଛନ୍ତି କିଏ ଆଗେ କରୁଛି ଟିକେଟ୍ ଘୋଷଣା । ଘୋଷଣା ପରେ ହୋଇପାରେ ବ୍ୟାପକ ଅଦଳବଦଳ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
