Advertisment

ସୁକାନ୍ତ ଏବେ ବିଜେଡି ପାଇଁ ଗଳାର କଣ୍ଟା !

ନୀଳଗିରିରେ କିଏ ହେବେ ବିଧାନସଭା ପ୍ରାର୍ଥୀ ?

ଅଦ୍ୟତନ ହୋଇଛି
Advertisment

ବିଜେଡି ଟିକେଟ ପାଇବା ଲୋଭରେ ବିଜେପି ଛାଡ଼ି ପଳାଇଲେ ସୁକାନ୍ତ ନାୟକ। ବିଜେଡିରେ ଥିବା ସନ୍ତୋଷ ଖଟୁଆ ଦେଖାଉଛନ୍ତି ନାଲି ଆଖି । ଯଦି ସୁକାନ୍ତ ବିଜେଡିରୁ ଟିକେଟ୍ ପାଆନ୍ତି ତେବେ ସନ୍ତୋଷ ଫେରିପାରନ୍ତି ବିଜେପିକୁ। ନୀଳଗିରି ବିଧାନସଭା ଆସନ ପାଇଁ 3 ଦଳ ମଧ୍ୟରୁ ଗୋଟିଏ ବି ପାର୍ଟି ଘୋଷଣା କରିନି ପ୍ରାର୍ଥୀ। ସମସ୍ତେ ଚାହିଁଛନ୍ତି କିଏ ଆଗେ କରୁଛି ଟିକେଟ୍ ଘୋଷଣା । ଘୋଷଣା ପରେ ହୋଇପାରେ ବ୍ୟାପକ ଅଦଳବଦଳ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe