କିଏ ହେବ ଝାରସୁଗୁଡା ବାଜିଗର ?

ସରିଲା ସିଲେକ୍ସନ ଓ ନୋମିନେସନ୍। ଏବେ କମ୍ପିବ ପ୍ରଚାମ ମଇଦାନ, ଅପେକ୍ଷାରେ ଇଲେକ୍ସନ। ଆସ ଦେଖଆଇବା କାହାର ଅଛି କେତେ ଦମ୍। ଏବେ ଏଭଳି କିଛି ଚିତ୍ର ଝାରସୁଗୁଡ଼ା ମଇଦାନରେ ଦେଖିବାକୁ ମିଳିବ।

Manoj Swain
  • Published: Wednesday, 19 April 2023
  • Updated: 19 April 2023, 04:00 PM IST

ସରିଲା ସିଲେକ୍ସନ ଓ ନୋମିନେସନ୍। ଏବେ କମ୍ପିବ ପ୍ରଚାମ ମଇଦାନ, ଅପେକ୍ଷାରେ ଇଲେକ୍ସନ। ଆସ ଦେଖଆଇବା କାହାର ଅଛି କେତେ ଦମ୍। ଏବେ ଏଭଳି କିଛି ଚିତ୍ର ଝାରସୁଗୁଡ଼ା ମଇଦାନରେ ଦେଖିବାକୁ ମିଳିବ। କାରଣ ଉପନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ , ପ୍ରଚାରକୁ ଓହ୍ଲାଇବେ ଓ ଜନସମର୍ଥ ହାସଲ ପାଇଁ କସରତ କରିବେ ୩ ଦଳର ପ୍ରାର୍ଥୀ। ଗୋଟିଏ ପଟେ ତାତି ଅନ୍ୟପଟେ ଉପନିର୍ବାଚନ ତାତି ଉଭୟ ଝାରସୁଡ଼ା ରାଜନୀତିକୁ ସରଗରମ କରୁଛି। ପ୍ରଥମେ କଂଗ୍ରେସର ପ୍ରାର୍ଥୀ ତରୁଣ ପାଣ୍ଡେ, ଏହାପରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ମଙ୍ଗଲବାର ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos