Advertisment

କିଏ ହେବ ଝାରସୁଗୁଡା ବାଜିଗର ?

ସରିଲା ସିଲେକ୍ସନ ଓ ନୋମିନେସନ୍। ଏବେ କମ୍ପିବ ପ୍ରଚାମ ମଇଦାନ, ଅପେକ୍ଷାରେ ଇଲେକ୍ସନ। ଆସ ଦେଖଆଇବା କାହାର ଅଛି କେତେ ଦମ୍। ଏବେ ଏଭଳି କିଛି ଚିତ୍ର ଝାରସୁଗୁଡ଼ା ମଇଦାନରେ ଦେଖିବାକୁ ମିଳିବ।

Advertisment

ସରିଲା ସିଲେକ୍ସନ ଓ ନୋମିନେସନ୍। ଏବେ କମ୍ପିବ ପ୍ରଚାମ ମଇଦାନ, ଅପେକ୍ଷାରେ ଇଲେକ୍ସନ। ଆସ ଦେଖଆଇବା କାହାର ଅଛି କେତେ ଦମ୍। ଏବେ ଏଭଳି କିଛି ଚିତ୍ର ଝାରସୁଗୁଡ଼ା ମଇଦାନରେ ଦେଖିବାକୁ ମିଳିବ। କାରଣ ଉପନିର୍ବାଚନ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ , ପ୍ରଚାରକୁ ଓହ୍ଲାଇବେ ଓ ଜନସମର୍ଥ ହାସଲ ପାଇଁ କସରତ କରିବେ ୩ ଦଳର ପ୍ରାର୍ଥୀ। ଗୋଟିଏ ପଟେ ତାତି ଅନ୍ୟପଟେ ଉପନିର୍ବାଚନ ତାତି ଉଭୟ ଝାରସୁଡ଼ା ରାଜନୀତିକୁ ସରଗରମ କରୁଛି। ପ୍ରଥମେ କଂଗ୍ରେସର ପ୍ରାର୍ଥୀ ତରୁଣ ପାଣ୍ଡେ, ଏହାପରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ମଙ୍ଗଲବାର ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Advertisment
Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe