ମହିଆଙ୍କ ପରେ କିଏ ହେବ ପୁରୀ ମଙ୍ଗୁଆଳ? | Odisha Reporter
ମହେଶ୍ୱର ମହାନ୍ତିଙ୍କ ମହାପ୍ରୟାଣ ପରେ ମୁଣ୍ଡରେ ହାତ ଦେଇ ବସିଛି ଶଙ୍ଖ ଦଳ । କାରଣ କିଏ ସମ୍ଭାଳିବ ପୁରୀ ଜିଲ୍ଲା ? ମହେଶ୍ୱରଙ୍କ ପରେ ଯିଏ ଦଳର ମୁଖିଆ ହେବେ, ତାଙ୍କୁ ଅନ୍ୟ ନେତା ସ୍ୱୀକାର କରିବେ ତ ? ଜିଲ୍ଲାରେ ଚାଲିଥିବା ଅନେକ ଇଣ୍ଟରନାଲ କ୍ରାଇସିସକୁ ସେ ମ୍ୟାନେଜ କରିବାରେ ସଫଳ ହେବେ ତ ? ଆଗରୁ ମଉନବ୍ରତ କରିଥିବା ଦଳର ଅନ୍ୟତମ ପୁରୁଖା ନେତା ସଂଜୟ ଦାସବର୍ମା ନିକଟରେ ପାୱାର କରିଡରକୁ କମବ୍ୟାକ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
