କିଏ ହେବ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ?

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଏବେ ଚରିଆଡ଼େ ସମସ୍ତଙ୍କ ଗୋଟିଏ ଚର୍ଚ୍ଚା, କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ?

Manoj Swain
  • Published: Thursday, 06 June 2024
  • Updated: 06 June 2024, 11:18 AM IST

Sports

Latest News

ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଏବେ ଚରିଆଡ଼େ ସମସ୍ତଙ୍କ ଗୋଟିଏ ଚର୍ଚ୍ଚା, କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା। କେମିତିକା ଲୋକଙ୍କୁ ଦଳ କରିବ ମୁଖ୍ୟମନ୍ତ୍ରୀ ? ଏହାପୂର୍ବରୁ ଦଳ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସର୍ପାଇଜ୍ ଦେଇଥିଲା। ନୂଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରି ଚମକାଇ ଦେଇଥିଲା ବିଜେପି। ହେଲେ ସେଭଳି ଫର୍ମୁଲା ଓଡ଼ିଶାରେ ଦଳ ଆପଣାଇ ନପାରେ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos