ଜାଣନ୍ତୁ କିଏ ହେବେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ?| Who Will Be New CM Face Of Odisha ? | Odisha Reporter
Advertisment
ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ଏବେ ଚରିଆଡ଼େ ସମସ୍ତଙ୍କ ଗୋଟିଏ ଚର୍ଚ୍ଚା, କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା। କେମିତିକା ଲୋକଙ୍କୁ ଦଳ କରିବ ମୁଖ୍ୟମନ୍ତ୍ରୀ ? ଏହାପୂର୍ବରୁ ଦଳ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସର୍ପାଇଜ୍ ଦେଇଥିଲା। ନୂଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରି ଚମକାଇ ଦେଇଥିଲା ବିଜେପି। ହେଲେ ସେଭଳି ଫର୍ମୁଲା ଓଡ଼ିଶାରେ ଦଳ ଆପଣାଇ ନପାରେ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us