Advertisment

କିଏ ହେବେ ନୂଆ ପିସିସି ସଭାପତି ?

ଓଡିଶା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ ?

author-image
Manoj Swain

କିଏ ହେବେ ନୂଆ ପିସିସି ସଭାପତି ? ଓଡିଶା କଂଗ୍ରେସର ମଙ୍ଗ ସମ୍ଭାଳିବ କିଏ ? ଯୁବ ନା ବରିଷ୍ଠଙ୍କୁ ମିଳିବ ମଙ୍ଗୁଆଳ ହେବାର ସୁଯୋଗ, ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ସହ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress Odisha