Advertisment

କିଏ ହେବେ ନବୀନଙ୍କ ପିଏସ୍ ?

କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ? ଓଡ଼ିଆ ନା ଅଣଓଡ଼ିଆ, କିଏ ନେବ ପାଣ୍ଡିଆନଙ୍କ ଜାଗା ?

author-image
Manoj Swain
ଅଦ୍ୟତନ ହୋଇଛି

କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ? ଓଡ଼ିଆ ନା ଅଣଓଡ଼ିଆ ? କିଏ ନେବ ପାଣ୍ଡିଆନଙ୍କ ଜାଗା ? ପାଣ୍ଡିଆନଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଏ ହେଉଛନ୍ତି। ପାୱାର କରିଡରରେ ଏବେ ଏମିତି ଅନେକ ଚର୍ଚ୍ଚା। ପାଣ୍ଡିଆନଙ୍କ ଭିଆରଏସ୍ ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାମ କିଏ ତୁଲାଉଛି ? ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଯାଇନି।

Advertisment
Odisha Naveen Patnaik Vk Pandian