Advertisment

ନୀଳଗିରିକୁ ଚିନ୍ତା, ଦଳଡିଆଁ ନେତା

ଟିକଟ ନମିଳିଲେ ବିଜେଡି ନେତା ସନ୍ତୋଷ ଖଟୁଆ ହୋଇପାରନ୍ତି ଗେମ ଚେଞ୍ଜର।

Advertisment

ଭୁବନେଶ୍ୱରରେ କଷା ହେଉଛି ନୀଳଗିରି ଗଣିତ । ରୋଚକ ମୋଡରେ ଗଡଜାତ ମାଟିର ରାଜନୀତି । ବିଜେପିରୁ ଯାଇ ବଜେଡି ଟିକଟ ଆଶାରେ ସୁକାନ୍ତ ନାୟକ । ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଆରମ୍ଭ କରିଛନ୍ତି ଦୀପ ଜଳା ପର୍ବ । ଟିକଟ ନମିଳିଲେ ବିଜେଡି ନେତା ସନ୍ତୋଷ ଖଟୁଆ ହୋଇପାରନ୍ତି ଗେମ ଚେଞ୍ଜର। ଫାଇଦା ନେବା ଚକ୍କରରେ କଂଗ୍ରେସ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Bjp Balasore Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe