କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ?

  • Published: Tuesday, 05 November 2024
  • , Updated: 05 November 2024, 04:37 PM IST

ପିସିସି ସଭାପତି ପାଇଁ ସବୁଠାରୁ ଫିଟ କିଏ ? ସତରେ କଣ ଲବି କାମ ଦେବ ନାହିଁ ? ସଭାପତି ଚୟନର ମାପକାଠି କଣ ହେବ ? ନିର୍ବାଚନ ଯିବାର 5 ମାସ ପରେ ଦଳ ମୁଖିଆ ଖୋଜିବା ଆରମ୍ଭ କରିଛି। ଆଗରେ ମୋକିମ, ଦୌଡରେ ଭକ୍ତ ଓ ଶ୍ରୀକାନ୍ତ...

Related story