Advertisment

କାହାକୁ ମିଳିବ ସୁଭଦ୍ରା ଟଙ୍କା ?

ପୂର୍ବରୁ ନିର୍ବାଚନୀ ଘୋଷଣା କରିଥିଲେ ଆଉ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ 50 ହଜାର ଟଙ୍କା। ମଧ୍ରପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋୋଜନା ଏବେ ଓଡିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ ମୁଖ୍ରମନ୍ତ୍ରୀ ଘୋଷଣା ଓ କ୍ୟାବିନେଟରେ ମୋହର ବାଜିବା ପରେ ,ବେ ଏହାକୁ ନେଇ ଚର୍ଚ୍ଚା। ବିଶେଷକରି ଯୋଜନାରେ ପ୍ରତି ମହିଳାଙ୍କୁ 50 ହଜାର ଟଙ୍କାର ଏକ ଭାଉଚର ମିଳିବ। ଦୁଇ ବର୍ଷ ମଧ୍ୟରେ ଏହାକୁ ଖରଚ୍ଚ କରିପାରିବେ ମହିଳା।

Mohan Majhi Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe