Advertisment

ଓଡ଼ିଶାରେ କାହାକୁ ମିଳିବ ବହୁମତ, କିଏ ଗଢିବ ସରକାର ?

ଏକଜିଟ୍ ପୋଲ୍‌କୁ ନେଇ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କଣ କହିଛନ୍ତି ଶୁଣନ୍ତୁ।

author-image
Manoj Swain

ଏକଜିଟ୍ ପୋଲ୍ ଆକଳନକୁ ନେଇ ଓଡ଼ିଶାରେ ତେଜିବାରେ ଲାଗିଛି ରାଜନୈତିକ ବୟାନବାଜି । ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଏହାକୁ ନେଇ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha Exit Poll