Advertisment

ପ୍ରତାପଙ୍କ ଟିକେଟ୍ ଛେଦିବା ପାଇଁ ପାଣ୍ଡିଆନଙ୍କ ବନ୍ଧୁ ରେଡି !

ମାହାଙ୍ଗା ଡବଲ ମର୍ଡରରେ ଛନ୍ଦି ହୋଇ ପଡିଥିବା ପ୍ରତାପ ଜେନାଙ୍କ ପତା ହୋଇ ଯାଇପାରେ ସାଫ୍ ! ମାହାଙ୍ଗା ପାଇଁ ରେଡି ହେଲେଣି ନୂଆ ପ୍ରାର୍ଥୀ। ସେ ଆଉ କେହି ନୁହଁନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର।

author-image
Manoj Swain

ମାହାଙ୍ଗା ଡବଲ ମର୍ଡରରେ ଛନ୍ଦି ହୋଇ ପଡିଥିବା ପ୍ରତାପ ଜେନାଙ୍କ ପତା ହୋଇ ଯାଇପାରେ ସାଫ୍ ! ମାହାଙ୍ଗା ପାଇଁ ରେଡି ହେଲେଣି ନୂଆ ପ୍ରାର୍ଥୀ। ସେ ଆଉ କେହି ନୁହଁନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର। ଶୋଭନଙ୍କ ଗୋଟିଏ ବିଗ୍ ପ୍ଲସ ପଏଣ୍ଟ ହେଉଛି ସେ ଫାଇଭ୍ ଟି ସଚିବ ପାଣ୍ଡିଆନଙ୍କ ବନ୍ଧୁ ତଥା ତାଙ୍କ ବ୍ୟାଚର ଆଇଆରଏସ ଅଫିସର।

Advertisment
BjD Odisha Pratap Jena