Advertisment

କିଏ ଯିବେ ଝାରପଡ଼ା ଜେଲ୍?

ଢୋଲ ଭିତର ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି ।

author-image
Jitendra Garnayak

ସମବାୟ ସପ୍ତାହ ଅବସରରେ ଗଡ଼ବଡ଼କାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଚେତାବନୀ। ସମବାୟ ବ୍ୟବସ୍ଥାରେ ଯିଏ ଗଡ଼ବଡ଼ କରିବ ଆବଶ୍ୟକ ପଡ଼ିଲେ ଝାରପଡ଼ା ଜେଲ ଯିବ। ଢୋଲ ଭିତର ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି । ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଉଥିବା ଲୋକଙ୍କୁ ଜେଲ ପଠାଇବେ କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment
CM Mohan Charan Majhi