ବିଜେପି ଦେବ ବଡ ସରପ୍ରାଇଜ | Odisha Reporter
ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡିଶାରୁ ଖାଲିପଡିଥିବା ଗୋଟିଏ ଆସନରୁ କିଏ ଯିବେ ରାଜ୍ୟସଭା ? ପୁଣି ଜଣେ ଆଦିବାସୀ ଚେହେରାକୁ ପଠାଇବ କି ବିଜେପି ? ଯଦି ଏଭଳି ହୁଏ ତେବେ ରେସରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଏପରିକି ମମତା ମହାନ୍ତ ବି ରିପିଟ୍ ହୋଇପାରନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
