Advertisment

ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?

ପୁଣି ଜଣେ ଆଦିବାସୀ ଚେହେରାକୁ ପଠାଇବ କି ବିଜେପି ?

Advertisment

ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡିଶାରୁ ଖାଲିପଡିଥିବା ଗୋଟିଏ ଆସନରୁ କିଏ ଯିବେ ରାଜ୍ୟସଭା ? ପୁଣି ଜଣେ ଆଦିବାସୀ ଚେହେରାକୁ ପଠାଇବ କି ବିଜେପି ? ଯଦି ଏଭଳି ହୁଏ ତେବେ ରେସରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଏପରିକି ମମତା ମହାନ୍ତ ବି ରିପିଟ୍ ହୋଇପାରନ୍ତି। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Bjp Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe