Advertisment

ଭଦ୍ରକରେ କିଏ ମାରିବ ବାଜି ?

ଭଦ୍ରକରେ କ'ଣ ରହିବ ରାଜନୈତିକ ଚିତ୍ର ? କିଏ ଜିଣିବ ଭୋଟରଙ୍କ ମନ ?

Advertisment

ଭଦ୍ରକରେ କିଏ ମାରିବ ବାଜି ? କ'ଣ ରହିବ ରାଜନୈତିକ ଚିତ୍ର ? କିଏ ଜିଣିବ ଭୋଟରଙ୍କ ମନ ? ଜୁନ୍ 1 ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମେ 8ରୁ ଭଦ୍ରକ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମ ଦିନରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଶୋଭାଯାତ୍ରାରେ ଆସି ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhadrak BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe