Advertisment

ବିଜେଡି ସାଂସଦ ସସ୍ମିତଙ୍କ ମୁହଁରେ କାହା ଭାଷା ?

ସସ୍ମିତ୍ କହୁଛନ୍ତି କି ବିଜେପି ଭାଷା ! ସଂସଦୀୟ କମିଟିରେ ବିଦେଶ ଗଲେ, ମୋଦିଙ୍କ କାମକୁ ପ୍ରଶଂସା କଲେ। ସସ୍ମିତ୍ କହିଲେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ । ବିଜେଡି ସାଂସଦ ସସ୍ମିତ ପାତ୍ର ଏବେ ଚର୍ଚ୍ଚାରେ। ନିକଟରେ ସେ ଏକ ସଂସଦୀୟ କମିଟି ଗସ୍ତରେ ବାହାରିନ୍ ଯାଇଥିଲେ। ପ୍ରେସ କନଫରେନ୍ସ କରି ନିତିଦିନ ବିଜେପି ବିରୋଧରେ କହୁଥିବା ସସ୍ମିତଙ୍କ ଭାଷା କିନ୍ତୁ ସେଠାରେ ପରିବର୍ତ୍ତନ ହୋଇଯାଇଥିଲା।

Bjp BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe