Advertisment

ସରପଞ୍ଚ କାହାର ?

ବିଜେପି ସମର୍ଥିତ ସରପଞ୍ଚଙ୍କୁ ବିଜେଡି ଦଳରେ ମିଶାଇବା ପାଇଁ ଫେଲ୍ ମାରିଲା ବିଜେଡି ଦଳର ହୀନ ଚକ୍ରାନ୍ତ !

author-image
Manoj Swain

କଥା ଆଉ ଅଛପା ନାହିଁ। ପୁରା ନୟାଗଡ଼ରେ ଚର୍ଚ୍ଚା ହେଉଛି, ଘର ବାହୁଡ଼ା ହେଲେ ବିଜେପି ସମର୍ଥିତ ସରପଞ୍ଚ ଆଉ ଫେଲ୍ ମାରିଲା ବିଜେଡିର ହୀନ ଚକ୍ରାନ୍ତ। ନୟାଗଡ଼ ସିନ୍ଦୁରିଆ ବିଜେପି ସମର୍ଥିତ ସରପଞ୍ଚଙ୍କୁ ବିଜେଡି ଦଳରେ ମିଶାଇବା ପାଇଁ ଜୋରଦାର କସରତ ହେଲା। ପରେ ମିଶନ ବି ସଫଳ ହେଲା। କିନ୍ତୁ ବୁଝିଲାନି ମନ, ସରପଞ୍ଚ କହିଲେ, ମୁଁ ବିଜେପିରେ ଅଛି।

Advertisment
BjD Bjp