Advertisment

ଏବେ କାହା ପାଳି

ମମତାଙ୍କଠାରୁ ଆରମ୍ଭ ହୋଇଛି ଏହି ଅଭିଯାନ।

author-image
Jitendra Garnayak

ଦୁର୍ବଳ ସଙ୍ଗଠନ। ଶକ୍ତି ହୀନ ନେତୃତ୍ୱ। ଗୋଷ୍ଠୀ କନ୍ଦଳ। ବିଜେଡି ଭାଙ୍ଗି ଚୁରମାର ହେଉଛି। ଏହି ଚର୍ଚ୍ଚା ଭିତରେ ଜଣେ ପରେ ଜଣେ ସାଂସଦ ନବୀନଙ୍କୁ ବାୟ ବାୟ କରି ବିଜେପି ପଳାଉଛନ୍ତି। ମମତାଙ୍କଠାରୁ ଆରମ୍ଭ ହୋଇଛି ଏହି ଅଭିଯାନ। ମମତା ମହନ୍ତ ଦଳ ଛାଡିଲେ। ଆଉ ତା’ପରେ ବିଜେପିରୁ ରାଜ୍ୟସଭା ସାଂସଦ ହୋଇଗଲେ । ସେହିପରି ସୁଜିତ କୁମାର ବିଜେଡି ଛାଡ଼ିଲେ। ଏବେ ବିଜେପିର ରାଜ୍ୟସଭା ସାଂସଦ ପ୍ରାର୍ଥୀ ହୋଇଛନ୍ତି।

Advertisment
BjD