Advertisment

କାହା ଭୋଟ ଖାଇବ ବିଆରଏସ?

ଦକ୍ଷିଣ ଓଡ଼ିଶାର ଗୋଟେ ପରେ ଗୋଟେ ନେତା ଏବେ BRS ମୁହାଁ। ବିଜେପି, କଂଗ୍ରେସ, ବିଜେଡିର ଏକାଧିକ ନେତା ଏବେ ବିଆର୍‌ଏସ୍‌ରେ ସାମିଲ ହେଉଛନ୍ତି। ଦଳରେ ଅଣଦେଖା ହେଉ କି ବିଭିନ୍ନ କାରଣରୁ ଅସନ୍ତୋଷ ହେଉ କି ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହେଉ ଏଭଳି କିଛି ନେତାଙ୍କ ପାଖରେ ବିକଳ୍ପ ପହଞ୍ଚିଛି। ତାହା ହେଉଛି ଭାରତ ରାଷ୍ଟ୍ରୀୟ ସମିତି।

author-image
Debendra Prusty

Odisha Brs KCR