‘ଦେହ ଖରାପ ଅଛି ତ ଗାଦି ଛାଡ଼’ | Odisha Reporter
ଖୋର୍ଦ୍ଧା ମଳିପଡ଼ାରେ ଜୋନ୍ସ୍ତରୀୟ ଆୟୋଜିତ ଏକ ଦଳିୟ କାର୍ଯ୍ୟକ୍ରମରେ, 5T ସଚିବଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । କହିଲେ, 'ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି, ଦେହ ଖରାପ ଅଛି ତ ଗାଦି ଛାଡ଼।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
