Advertisment

‘ଦେହ ଖରାପ ଅଛି ତ ଗାଦି ଛାଡ଼’

ଖୋର୍ଦ୍ଧା ମଳିପଡ଼ାରେ ଜୋନ୍‌ସ୍ତରୀୟ ଆୟୋଜିତ ଏକ ଦଳିୟ କାର୍ଯ୍ୟକ୍ରମରେ, 5T ସଚିବଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ ।

Advertisment

ଖୋର୍ଦ୍ଧା ମଳିପଡ଼ାରେ ଜୋନ୍‌ସ୍ତରୀୟ ଆୟୋଜିତ ଏକ ଦଳିୟ କାର୍ଯ୍ୟକ୍ରମରେ, 5T ସଚିବଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । କହିଲେ, 'ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି, ଦେହ ଖରାପ ଅଛି ତ ଗାଦି ଛାଡ଼।'

Advertisment
Aparajita Sarangi Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe