Advertisment

'ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି'

'ଓଡ଼ିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍‌ ବଡ଼ ବଡ଼ କମ୍ପାନୀର ମାଲିକ'

author-image
Manoj Swain

ବ୍ରହ୍ମପୁର କନିଷି ସଭାରେ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଓଡ଼ିଶାରେ ବିଜେଡିର ଛୋଟ ଛୋଟ ନେତା ବି ଖୁବ୍‌ ବଡ଼ ବଡ଼ କମ୍ପାନୀର ମାଲିକ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ ବୋଲି କହି ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି।

Advertisment
PM Modi Odisha Narendra Modi