Advertisment

ଓଡ଼ିଶାର ଜନତା କାହିଁକି ଦୁଃଖୀ?

ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା?

author-image
Jitendra Garnayak

ଗୁଜରାଟ ପାଖରେ ଯେଉଁ କ୍ଷମତା ଅଛି, ଓଡ଼ିଶା ପାଖରେ ଏହାର ୧୦୦ ଗୁଣା କ୍ଷମତା ରହିଛି। ଗୁଜରାଟ ଆଗକୁ ପଳାଇଲା, ଓଡ଼ିଶା କାହିଁକି ପଛକୁ ରହିଗଲା। ଓଡ଼ିଶାରେ ଏତେ ଖଣିଜ ସଂପଦ ଅଛି, ହେଲେ ଗୁଜରାଟରେ ଲୁଣ ବ୍ୟତୀତ ଆଉ କିଛି ନାହିଁ। ତଥାପି ଗୁଜରାଟ ଓଡ଼ିଶାଠୁ ଆଗକୁ ପଳାଇଲା। ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇପାରିଥାନ୍ତା। ହେଲେ ତାହା ହୋଇପାରିଲାନି କାହିଁକି ?

Advertisment
PM Modi 2024 General Election Loka Sabha Election 2024 Odisha Assembly Election 2024