ବିଜୟ ଶଙ୍କର ଦାସ। ତିର୍ତୋଲର ଯୁବ ବିଜେଡି ବିଧାୟକ। ଏଥର ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ୨୭ ଦିନ ଧରି ଚାଲିଲା। ହେଲେ ଦେଖାମିଳିଲାନି ବିଧାୟକ ବିଜୟ ଶଙ୍କର ଦାସଙ୍କର।