Advertisment

କାହିଁକି ବିଜୁ ପଟ୍ଟନାୟକ ହୋଇପାରିଲେନି ପ୍ରଧାନମନ୍ତ୍ରୀ ?

ସ୍ବର୍ଗତ ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ନେତା ନଥିଲେ, ସମଗ୍ର ଭାରତ ବର୍ଷ ଏବଂ ବିଶ୍ବର ଜଣେ ଆଗଧାଡ଼ିର ନେତା ଥିଲେ। ଯାହାଙ୍କୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରନ୍ତି। ତାଙ୍କ ପାଇଁ ଆଜି ଆମେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିଛେ। ତାଙ୍କ ତୁଳନା କାହା ସହ ବି କରିହେବନି। କୁହାଯାଏ, ଦିନେ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖିଥିଲେ। ହେଲେ ଏମିତି କିଛି ଲୋକଙ୍କ ଚକ୍ରାନ୍ତ ଯୋଗୁଁ ତାଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା। ଏମିତି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା।

author-image
Manoj Swain

Odisha Politics Biju Pattanaik Srikant Jena