ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳିଲାନି ‘ଭାରତ ରତ୍ନ’? ପୋଲ୍‌ ଖୋଲିଲେ ପାଟ୍ଟଶାଣୀ

ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ସମ୍ପର୍କରେ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ପ୍ୟାରୀବାବୁଙ୍କ ଭଲ କଥା ହେଲା ସିଏ ବିଧାୟକଙ୍କ ସହିତ ଭଲ ସମ୍ପର୍କ ରଖୁଥିଲେ। ହେଲା ତାଙ୍କର ଗର୍ବ ନଥିଲା। କିନ୍ତୁ ପାଣ୍ଡିଆନ୍‌ଙ୍କର ବହୁ ଗର୍ବ ରହିଥିଲା।

Biju patnaik

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ

Manoranjan Sial
  • Published: Thursday, 17 October 2024
  • Updated: 17 October 2024, 08:17 PM IST

Sports

Latest News

ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳୁନଥିଲା ‘ଭାରତ ରତ୍ନ’? ଏଥିପାଇଁ କିଏ ସାଜିଥିଲେ ପ୍ରତିବନ୍ଧକ? ଏହାର ଉତ୍ତର ବୋଧହୁଏ ବିଜେଡି ନେତାଙ୍କ ପାଖରେ ନଥିବ। ହେଲେ ଆଜି ଏହାର ପୋଲ୍‌ ଖୋଲିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ। ଏଥିପାଇଁ ସେ ଭି.କେ ପାଣ୍ଡିଆନ୍‌ଙ୍କୁ ଦାୟୀ କରିଛନ୍ତି।

ଓଟିଭି ଖୋଲା କଥାକୁ ସାକ୍ଷାତକାର ଦେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ଥରେ ଭି.କେ ପାଣ୍ଡିଆନ୍‌ ମୋତେ ଫୋନ୍‌ କରିଥିଲେ। ଆଉ ତାଗିଦ୍‌ କରି କହିଥିଲେ, ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିଲାନି ବୋଲି କ’ଣ ପାଇଁ ପାର୍ଲାମେଣ୍ଟରେ କହୁଛ? ମୁଁ ଆଜି ଠାକୁରଙ୍କୁ ଅନାଇ କହୁଛି, ପାଣ୍ଡିଆନ୍‌ବାବୁ ଫୋନ୍‌ କରି ମୋତେ ଏମିତି କହିଥିଲେ। ଏଥିସହ ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ସିଏ ବାରଣ କରିଥିଲେ। ଆରେ ଗୀତା ମେହେଟ୍ଟା ହେଉଛନ୍ତି ବିଶ୍ୱରେ ଜଣେ ପ୍ରସିଦ୍ଧ ଓଡ଼ିଆ ଝିଅ। ସେ ବହୁ ବହି ଲେଖିଛନ୍ତି। ପାଣ୍ଡିଆନ୍‌ ବାବୁଙ୍କଠାରୁ ଏକଥା ଶୁଣିବା ପରେ ମୁଁ କିଛି ବୁଝି ପାରିନଥିଲି ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି।

Also Read

ବିଜେଡିକୁ ନଷ୍ଟ ହେବାକୁ ନେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ଯେତେବେଳେ ବିଜେଡି ତିଆରି ହୋଇଥିଲା, ସେତେବେଳେ ପାଣ୍ଡିଆନ୍‌ବାବୁ କେଉଁଠି ଥିଲେ? ଆମେ ଯେଉଁ ଭଳି ସଂଘର୍ଷ କରିଥିଲେ, ସେଇଥିରୁ ସେ ଭାବିଥିଲେ ଭଲ ଫାଇଦା ଉଠାଇବେ। ତାହା ହିଁ କରିଥିଲେ। ସେଥିପାଇଁ ବିଜୁ ପଟ୍ଟନାୟକଙ୍କ ସମୟରୁ କାମ କରୁଥିବା ନେତାମାନେ ସେ ତଡି ଦେଇଥିଲେ ବୋଲି ସେ କହିଛନ୍ତି।

ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ସମ୍ପର୍କରେ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ପ୍ୟାରୀବାବୁଙ୍କ ଭଲ କଥା ହେଲା ସିଏ ବିଧାୟକଙ୍କ ସହିତ ଭଲ ସମ୍ପର୍କ ରଖୁଥିଲେ। ହେଲା ତାଙ୍କର ଗର୍ବ ନଥିଲା। କିନ୍ତୁ ପାଣ୍ଡିଆନ୍‌ଙ୍କର ବହୁ ଗର୍ବ ରହିଥିଲା। ଗର୍ବ ଗଞ୍ଜନ ଜଗନ୍ନାଥ ସବୁ ସହୁଥିଲେ। ହେଲେ କାହାର ଗର୍ବ ସହିପାରିବେ ନାହିଁ। ଆଜି ସେୟା ହେଲା ବୋଲି ଶ୍ରୀ ପଟ୍ଟଶାଣୀ କହିଛନ୍ତି।

ପାଣ୍ଡିଆନ୍‌ଙ୍କୁ ନବୀନଙ୍କ କ୍ଲିନ୍‌ଚିଟ୍‌ ନେଇ ସେ କହିଛନ୍ତି, ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍‌ ଦେଇ ବଡ଼ ଭୁଲ୍‌ କରିଦେଲେ ନବୀନ ବାବୁ। ଏଇ ନବୀନବାବୁ ସେ ନବୀନବାବୁ ହୋଇ ରହିନାହାନ୍ତି। ଯେଉଁ ନବୀନବାବୁ ଦେଖିଲେ କହୁଥିଲେ କ୍ଷମା ନାହିଁ, ଦଣ୍ଡ ଦିଅ। ହେଲେ ଏ କ୍ଷେତ୍ରରେ କାହିଁକି ଏମିତି କହିଲେ? ତାହାର ଉତ୍ତର ମୁଁ କ’ଣ ଦେବି? ତାହାର ଉତ୍ତର ପାଣ୍ଡିଆନ୍‌ ଦେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story