ବୁଲି ବୁଲି ଶ୍ରୀମୟୀ ହଜିଗଲେ, ଆସୁ ଆସୁ ମନ୍ମଥ ପାଇଗଲେ | Odisha Reporter
Advertisment
ବିଜେଡି ନିଜର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଗତ ଅକ୍ଟୋବର-ନଭେମ୍ବର ମାସରୁ ଆଗକୁ ଆଣି ନିର୍ବାଚନମଣ୍ଡଳୀ ବୁଲାଉଥିଲା। ଦଳର ବିଧାୟକମାନେ ମଧ୍ୟ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ସାଧାରଣ ଭୋଟରଙ୍କ ପାଖରେ ଉପସ୍ଥାପିତ କରିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ବିଭୂତିଭୂଷଣ ବଳବନ୍ତରାୟ, ରାଜେନ୍ଦ୍ର ସାହୁ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ବିଜେଡିର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କରିବାକୁ ପଛାଇନଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us