କାହିଁକି ବିଜେଡି ବାରମ୍ୱାର ନିଜକୁ ସମର୍ପି ଦେଉଛି? | Odisha Reporter
ବିଜେପି ଆଉ ବିଜେଡି ସମ୍ପର୍କ ମଧ୍ୟରେ ସଠିକ୍ ବସୁଥିବାର ଆଲୋଚନା ଜୋରସୋର ଚାଲିଛି। ନିର୍ବାଚନୀ ବର୍ଷରେ ରାତି ପାହିଲେ ବିଜେଡି-ବିଜେପି ମୁହାଁମୁହିଁ ହେବେ। କିନ୍ତୁ ରାଜ୍ୟରେ କ୍ଷମତାସୀନ ଶାସକ ବିଜୁ ଜନତା ଦଳ ଯେଭଳି ଭାବରେ ଲଗାତାର ଏନଡିଏକୁ ସୁହାଇବା ଭଳି ସମର୍ଥନ ଘୋଷଣା କରିଆସୁଛି ସେଥିରୁ ଖାସ କରି ବିଜେଡିର ସମର୍ଥକ ମହଲରେ ଏକ ରାଜନୈତିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
