Advertisment

ପ୍ରାୟୋଜିତ ଯୋଜନା ଅଟକିଲା ବବିଙ୍କ ପାଇଁ !

ସୌମ୍ୟଙ୍କୁ ବହିସ୍କାର କରିବା ପୂର୍ବରୁ ସବୁ ପ୍ରକାର ପ୍ରକ୍ରିୟା ଆରମ୍ଭ କରିଦେଇଛି ବିଜେଡି।

ଅଦ୍ୟତନ ହୋଇଛି
Advertisment

ସୌମ୍ୟଙ୍କୁ ବହିସ୍କାର କରିବା ପୂର୍ବରୁ ସବୁ ପ୍ରକାର ପ୍ରକ୍ରିୟା ଆରମ୍ଭ କରିଦେଇଛି ବିଜେଡି। ଏବେ ବାଇଟ୍ ଦେଇ କୁହାଯାଉଛି ତୁମେ ଦଳରୁ ହଟିଯାଅ, ବିଧାୟକ ପଦରୁ ଇସ୍ତଫା ଦିଅ। ଏହାର ପରବର୍ତ୍ତି ଷ୍ଟେପ୍ ହେଉଛି ସୌମ୍ୟଙ୍କ ବିରୋଧରେ ତାଙ୍କ ନିର୍ବାଚନମଣ୍ଡଳିରୁ ହେବ ଏକ ପ୍ରାୟୋଜିତ କମ୍ପ୍ଳେନ୍ ନାଟକ।

Advertisment
BjD Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe