ବୁଢା ଦଳ କଂଗ୍ରେସ ପାଇଁ କାଳ ! | Odisha Reporter
70 ଦଶକର ଚେହେରା ଧରିଛନ୍ତି ନିର୍ବାଚନର ମଙ୍ଗ। ପଦ ସାଙ୍ଗକୁ କ୍ଷମତା ଲୋଭ ଯେମିତି ଏମାନଙ୍କୁ ମାଡି ବସିଛି। ନୂଆ ପିଢୀର ଭୋଟରଙ୍କ ପାଖରେ ନା ପହଞ୍ଚି ପାରୁଛନ୍ତି ନା ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦଳରେ ନୂଆ ପିଢୀଙ୍କୁ ସୁଯୋଗ ବି ଦେଉ ନାହାନ୍ତି। ଯାହାର ପରିଣାମ ସ୍ୱରୂପ ପୁରୁଣା ଚେହେରା ଦେଖି ଭୋଟର ବି ବିରକ୍ତ ହୋଇଗଲେଣି। ଟିକେ ଭଲ କରି ନଜର ପକାନ୍ତୁ ଏମିତି କିଛି ନେତାଙ୍କ ଉପରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
