Advertisment

ବୁଢା ଦଳ କଂଗ୍ରେସ ପାଇଁ କାଳ !

70 ଦଶକର ଚେହେରା ଧରିଛନ୍ତି ନିର୍ବାଚନର ମଙ୍ଗ। ପଦ ସାଙ୍ଗକୁ କ୍ଷମତା ଲୋଭ ଯେମିତି ଏମାନଙ୍କୁ ମାଡି ବସିଛି। ନୂଆ ପିଢୀର ଭୋଟରଙ୍କ ପାଖରେ ନା ପହଞ୍ଚି ପାରୁଛନ୍ତି ନା ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି।

Advertisment

70 ଦଶକର ଚେହେରା ଧରିଛନ୍ତି ନିର୍ବାଚନର ମଙ୍ଗ। ପଦ ସାଙ୍ଗକୁ କ୍ଷମତା ଲୋଭ ଯେମିତି ଏମାନଙ୍କୁ ମାଡି ବସିଛି। ନୂଆ ପିଢୀର ଭୋଟରଙ୍କ ପାଖରେ ନା ପହଞ୍ଚି ପାରୁଛନ୍ତି ନା ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଦଳରେ ନୂଆ ପିଢୀଙ୍କୁ ସୁଯୋଗ ବି ଦେଉ ନାହାନ୍ତି। ଯାହାର ପରିଣାମ ସ୍ୱରୂପ ପୁରୁଣା ଚେହେରା ଦେଖି ଭୋଟର ବି ବିରକ୍ତ ହୋଇଗଲେଣି। ଟିକେ ଭଲ କରି ନଜର ପକାନ୍ତୁ ଏମିତି କିଛି ନେତାଙ୍କ ଉପରେ।

Advertisment
Election Results Rajasthan Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe