ସତର୍କ କରାଇଥିଲେ ସଚିନ, ଶୁଣିନଥିଲେ ହାଇକମାଣ୍ଡ | Odisha Reporter
ଅତ୍ୟଧିକ ଆତ୍ମବିଶ୍ୱାସ ରାଜସ୍ଥାନରେ କଂଗ୍ରେସକୁ ଖତ କରିଦେଲା କି ? ଭୋଟରଙ୍କ ମନ ପଢିବା ତ ଦୂରର କଥା ଖୋଦ ନିଜ ଦଳର ନେତାଙ୍କ କଥା ଶୁଣିନଥିଲେ ହାଇକମାଣ୍ଡ। ରାଜ୍ୟ କଂଗ୍ରେସରେ କଣ ଚାଲିଛି, ଆଉ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ କଣ ପ୍ରଭାବ ପଡିବ ସେନେଇ ନିୟମିତ ଭାବରେ ଅବଗତ କରାଇଥିଲେ ଯୁବ ନେତା ସଚିନ ପାଇଲଟ। ହେଲେ ଆଖିବୁଝି ଦେଇଥିଲେ ହାଇକମାଣ୍ଡ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
