Advertisment

ସତର୍କ କରାଇଥିଲେ ସଚିନ, ଶୁଣିନଥିଲେ ହାଇକମାଣ୍ଡ !

ଅତ୍ୟଧିକ ଆତ୍ମବିଶ୍ୱାସ ରାଜସ୍ଥାନରେ କଂଗ୍ରେସକୁ ଖତ କରିଦେଲା। ଭୋଟରଙ୍କ ମନ ପଢିବା ତ ଦୂରର କଥା ଖୋଦ ନିଜ ଦଳର ନେତାଙ୍କ କଥା ଶୁଣିନଥିଲେ ହାଇକମାଣ୍ଡ।

Advertisment

ଅତ୍ୟଧିକ ଆତ୍ମବିଶ୍ୱାସ ରାଜସ୍ଥାନରେ କଂଗ୍ରେସକୁ ଖତ କରିଦେଲା କି ? ଭୋଟରଙ୍କ ମନ ପଢିବା ତ ଦୂରର କଥା ଖୋଦ ନିଜ ଦଳର ନେତାଙ୍କ କଥା ଶୁଣିନଥିଲେ ହାଇକମାଣ୍ଡ। ରାଜ୍ୟ କଂଗ୍ରେସରେ କଣ ଚାଲିଛି, ଆଉ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ କଣ ପ୍ରଭାବ ପଡିବ ସେନେଇ ନିୟମିତ ଭାବରେ ଅବଗତ କରାଇଥିଲେ ଯୁବ ନେତା ସଚିନ ପାଇଲଟ। ହେଲେ ଆଖିବୁଝି ଦେଇଥିଲେ ହାଇକମାଣ୍ଡ।

Advertisment
Election Results Rajasthan Sachin Pilot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe