ଅଦ୍ୟତନ ହୋଇଛି
\'ସମୀର ଦାଦାଙ୍କୁ ହରାଇ ଆମେ ଦୁଃଖିତ\' | Odisha Reporter
Advertisment
ଅଶ୍ୱିନୀ ହସ୍ପିଟାଲରେ ଗୋଟିଏ ବେଡ୍ ଛାଡ଼ି ବାପା ଓ ଦାଦା (ସମୀର ଦେ)ଙ୍କ ଡାୟାଲିସିସ ହେଉଥିଲା। ଖୁସି ଥିଲୁ ଯେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ପରେ ଦାଦା ଆରୋଗ୍ୟ ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us