କାହିଁକି ହାରିଲା ବିଜେଡି ?

24 ବର୍ଷ ଧରି ସରକାରରେ ଥିବା ଦଳକୁ କାହିଁକି ବିରୋଧୀ ଆସନରେ ବସିବାକୁ ପଡିଲା ?

Manoj Swain
  • Published: Friday, 21 June 2024
  • Updated: 21 June 2024, 01:49 PM IST

Sports

Latest News

ବିଜେଡି କାହିଁକି ହାରିଲା ? 24 ବର୍ଷ ଧରି ସରକାରରେ ଥିବା ଦଳକୁ କାହିଁକି ବିରୋଧୀ ଆସନରେ ବସିବାକୁ ପଡିଲା ? କାରଣ ଖୋଜିବାକୁ ଦଳକୁ 15 ଦିନରୁ ଅଧିକ ସମୟ ଲାଗିଲାଣି । କିନ୍ତୁ କମିଟି ଗଠନ ହୋଇ ପାରୁ ନାହିଁ କି କାରଣ ଖୋଜା ହୋଇ ପାରୁ ନାହିଁ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos