କାହିଁକି ହାରିଲେ ନବୀନ... ସରୁନି ପରାଜୟର କାରଣ ଖୋଜା..| Naveen Patnaik | Sankha Bhawan | Odisha Reporter
Advertisment
ବିଜେଡି କାହିଁକି ହାରିଲା ? 24 ବର୍ଷ ଧରି ସରକାରରେ ଥିବା ଦଳକୁ କାହିଁକି ବିରୋଧୀ ଆସନରେ ବସିବାକୁ ପଡିଲା ? କାରଣ ଖୋଜିବାକୁ ଦଳକୁ 15 ଦିନରୁ ଅଧିକ ସମୟ ଲାଗିଲାଣି । କିନ୍ତୁ କମିଟି ଗଠନ ହୋଇ ପାରୁ ନାହିଁ କି କାରଣ ଖୋଜା ହୋଇ ପାରୁ ନାହିଁ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us