ଏ ବାଇଟ୍ ଫସେଇବ ଲଲଙ୍କୁ | Odisha Reporter
ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି। ଯଦି ଲିକୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତାଙ୍କର ହାତ ନାହିଁ, ତା’ହେଲେ କ୍ଷମା ପ୍ରାର୍ଥନା ସହ ସରେଣ୍ଡର କଥା କାହିଁକି କହିଲେ ବବିଙ୍କ ଭାଇ। କହୁଛନ୍ତି, ‘ଆକ୍ରମଣ କଥା ଶୁଣି ମୁଁ ଲିକୁଙ୍କୁ ଫୋନ୍ କରି ବ୍ୟକ୍ତିଗତ ସ୍ତରରେ କ୍ଷମାପାର୍ଥନା କଲି। ମୁଁ ତ ସରେଣ୍ଡର କରିଛି। ପୁଲିସ୍ ତଦନ୍ତ କରୁ । ଯଦି ଆମର ଦୋଷ ଅଛି, ଆମକୁ ଆରେଷ୍ଟ କରୁ ।’ ଏ ବାଇଟ୍ ପାଇଁ ଫସିଯିବେ କି ବବିଙ୍କ ଭାଇ ଲଲ ଦାସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
