Advertisment

ବବିଙ୍କ ଭାଇ କ୍ଷମାପ୍ରାର୍ଥନା ସହ ସରେଣ୍ଡର କଲେ କାହିଁକି?

ଗତକାଲି ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

Advertisment

ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି। ଯଦି ଲିକୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତାଙ୍କର ହାତ ନାହିଁ, ତା’ହେଲେ କ୍ଷମା ପ୍ରାର୍ଥନା ସହ ସରେଣ୍ଡର କଥା କାହିଁକି କହିଲେ ବବିଙ୍କ ଭାଇ। କହୁଛନ୍ତି, ‘ଆକ୍ରମଣ କଥା ଶୁଣି ମୁଁ ଲିକୁଙ୍କୁ ଫୋନ୍ କରି ବ୍ୟକ୍ତିଗତ ସ୍ତରରେ କ୍ଷମାପାର୍ଥନା କଲି। ମୁଁ ତ ସରେଣ୍ଡର କରିଛି। ପୁଲିସ୍ ତଦନ୍ତ କରୁ । ଯଦି ଆମର ଦୋଷ ଅଛି, ଆମକୁ ଆରେଷ୍ଟ କରୁ ।’ ଏ ବାଇଟ୍ ପାଇଁ ଫସିଯିବେ କି ବବିଙ୍କ ଭାଇ ଲଲ ଦାସ। 

Advertisment

BjD Bobby Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe