Advertisment

ନବୀନଙ୍କୁ କାହିଁକି ପ୍ରଶଂସା କଲେ ଗୃହମନ୍ତ୍ରୀ ଅମିତ ଶାହ ?

ନିର୍ବାଚନ ପରେ ନବୀନଙ୍କୁ ମନେ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Advertisment

ସଂସଦରେ ନବୀନଙ୍କୁ ମନେ ପକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନ ପରେ ନବୀନଙ୍କୁ ମନେ ପକାଇଲେ ଶାହ । ସଂସଦ ଭିତରେ ନବୀନଙ୍କ ପଦକ୍ଷେପର ଦେଲେ ଉଦାହରଣ । ବିପର୍ଯ୍ୟୟ ମୁକାବିଲା ନେଇ ନବୀନଙ୍କୁ ମନେ ପକାଇଲେ । କେରଳ ଟ୍ରାଜେଡ଼ି ବେଳେ ନବନୀଙ୍କ କଥା ପଡ଼ିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Naveen Patnaik Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe