Advertisment

ବିଜେଡି ବିପର୍ଯ୍ୟୟ ପଛରେ କିଏ ?

ବିଜେଡିର ଶୋଚନୀୟ ପରାଜୟ ପରେ ପୂର୍ବତନ ବିଜେଡି ସାଂସଦ ତଥା ଟାଣୁଆ ନେତା ତଥାଗତ ଶତପଥୀ ସାମ୍ନାକୁ ଆସିଛନ୍ତି।

Advertisment

କେଉଁଠି ରହିଲା ତ୍ରୁଟି ? ବିଜେଡିରେ କାହିଁକି ଏତେବଡ ବିପର୍ଯ୍ୟୟ ହେଲା ? ବିପର୍ଯ୍ୟୟ ପଛରେ କାହାର ରହିଛି ବଡ ଭୂମିକା ? ସ୍ୱଚ୍ଛ ନିର୍ମଳ ଚେହେରାରେ କଳଙ୍କ ଲଗାଇଲା କିଏ ? ସବୁବେଳେ ସଫଳତାର ଶ୍ରେୟ ନେଉଥିବା ବ୍ୟକ୍ତି ବିଫଳତା ସମୟରେ କୁଆଡେ ଗଲେ ? ବିଜେଡିର ଶୋଚନୀୟ ପରାଜୟ ପରେ ପୂର୍ବତନ ବିଜେଡି ସାଂସଦ ତଥା ଟାଣୁଆ ନେତା ତଥାଗତ ଶତପଥୀ ସାମ୍ନାକୁ ଆସିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe