Advertisment

କାହିଁକି ଜଗାର ଶରଣ ପଶିଲେ ନବୀନ?

ଯେତେବେଳେ ମାହୋଲ ପୂରା ନେଗେଟିଭ୍। ରାଜ୍ୟରେ ବଢ଼ି ଚାଲିଛି ସରକାରଙ୍କ ବିରୋଧରେ ଆକ୍ରୋଶ। ଜନ ଅସନ୍ତୋଷର ବାତାବରଣ ଜନ ଆନ୍ଦୋଳନ ଆଡକୁ ଗତି କଲାଣି। ଚରମ ସୀମାରେ ସରକାର ବିରୋଧୀ ହାଓ୍ବା। ସେତେବେଳେ ଏହାକୁ କାଉଣ୍ଟର କରିବା ପାଇଁ ବିଜେଡି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ରାଜ କରୁଥିବା କଳା ଠାକୁରଙ୍କ ଶରଣରେ। ପଞ୍ଚମ ପାଳିରେ ନବୀନଙ୍କର ହଠାତ ଯେମିତି ମନେ ପଡ଼ିଗଲା ଜଗନ୍ନାଥଙ୍କ କଥା।

author-image
Debendra Prusty

Lord Jagannath BjD Naveen Patnaik Odisha