ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା । ନିର୍ବାଚନ ବେଳେ ବିଜେପି ଛାଡ଼ି ସାଲେପୁର ଆଶାରେ ଶଙ୍ଖ ଫୁଙ୍କିଥିଲେ ପ୍ରକାଶ । ଦଳ ସାଲେପୁର ବଦଳରେ ଟିକେଟ ଦେଲା ବାରବାଟୀ-କଟକ ଆସନରୁ । ପ୍ରକାଶ ବିଜେପି ଛାଡ଼ି ପଳାଇଥିଲେ ମଧ୍ୟ ତାଙ୍କ କର୍ମୀଙ୍କୁ ପୂରାଇ ଦେଉନଥିଲେ ପ୍ରଶାନ୍ତ । ଦଳରେ ରହି କୋଣଠେସା ହେବା ପରେ ଶେଷରେ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ଦେଲେ ପ୍ରକାଶ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ
କିଛି ଦିନ ପୂର୍ବେ ବିଜେଡିକୁ ବାଏ ବାଏ କହିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଜେପିରେ ସାମିଲ ହୋଇଛନ୍ତି।
Politics
ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବେ ବିଜେପି ସରକାର, ଜିଲ୍ଲାପାଳଙ୍କୁ ମାଗିଲେ ରିପୋର୍ଟ
ତେବେ ବିଜେଡି ନିଜର ନିର୍ବାଚନୀ ଫାଇଦା ପାଇଁ ଘୋଷଣା କରିଥିବା ଏତେ ପରିମାଣର ଏନଏସି ଓ ମ୍ୟୁନିସପାଲଟି ଗଠନ ପାଇଁ ଏବେ ବିଜେପି ସରକାର କାହିଁକି ତତ୍ପରତା ଦେଖାଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
Politics
ମିଡିଆରେ ରହିବା ପାଇଁ ପ୍ରତାପଙ୍କ ଗୁଲି ଫିଙ୍ଗା !
ମିଡିଆରେ ବିଜେଡି ନେତାଙ୍କ ପ୍ରଭାବ କମିବା ପରେ ଏହି ଗୁଲି ଫିଙ୍ଗା ପ୍ରତିଯୋଗିତା।
Politics
କେନ୍ଦୁଝରରେ ଭୁଷୁଡ଼ିଲା ବବି ଓ ଡାନିଙ୍କ ପତିଆରା !
ବବି ଡାନିଙ୍କ ଲିଙ୍କ ଥିବା ରାଜା ଚକ୍ରଙ୍କ ଟିପ୍ପର ସଂଘ ହଟିଲା ଦୈତାରୀରୁ !