ଶଙ୍ଖ ଫୁଙ୍କିଲେ ବୁଦ୍ଧି ଶିଖିଲେ, ଏବେ ଫୁଲ ଆଡ଼େ ମନ ! | Odisha Reporter
Advertisment
ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା । ନିର୍ବାଚନ ବେଳେ ବିଜେପି ଛାଡ଼ି ସାଲେପୁର ଆଶାରେ ଶଙ୍ଖ ଫୁଙ୍କିଥିଲେ ପ୍ରକାଶ । ଦଳ ସାଲେପୁର ବଦଳରେ ଟିକେଟ ଦେଲା ବାରବାଟୀ-କଟକ ଆସନରୁ । ପ୍ରକାଶ ବିଜେପି ଛାଡ଼ି ପଳାଇଥିଲେ ମଧ୍ୟ ତାଙ୍କ କର୍ମୀଙ୍କୁ ପୂରାଇ ଦେଉନଥିଲେ ପ୍ରଶାନ୍ତ । ଦଳରେ ରହି କୋଣଠେସା ହେବା ପରେ ଶେଷରେ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ଦେଲେ ପ୍ରକାଶ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us