ଗୋଟିଏ ପଦବୀରେ ବର୍ଷ ବର୍ଷ ଥିଲେ କାହିଁକି?

୨୪ ବର୍ଷ ସରକାର ପତ୍ତନ ପରେ ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି। ତେବେ ଚର୍ଚ୍ଚା ହେଉଛି, ବିଜେଡି ସରକାର ଅମଳର ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କ’ଣ ହେବ?

Jitendra Garnayak
  • Published: Saturday, 15 June 2024
  • Updated: 15 June 2024, 07:04 PM IST

IAS ଅଫିସରଙ୍କ ପରି ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ ବହୁ IPSବାବୁ। ଆଉ ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ହାତବାରିସି ସାଜିଥିଲେ। ୨୪ ବର୍ଷ ସରକାର ପତ୍ତନ ପରେ ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି। ତେବେ ଚର୍ଚ୍ଚା ହେଉଛି, ବିଜେଡି ସରକାର ଅମଳର ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କ’ଣ ହେବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos