Advertisment

ଗୋଟିଏ ପଦବୀରେ ବର୍ଷ ବର୍ଷ ଥିଲେ କାହିଁକି?

୨୪ ବର୍ଷ ସରକାର ପତ୍ତନ ପରେ ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି। ତେବେ ଚର୍ଚ୍ଚା ହେଉଛି, ବିଜେଡି ସରକାର ଅମଳର ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କ’ଣ ହେବ?

Advertisment

IAS ଅଫିସରଙ୍କ ପରି ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ ବହୁ IPSବାବୁ। ଆଉ ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ହାତବାରିସି ସାଜିଥିଲେ। ୨୪ ବର୍ଷ ସରକାର ପତ୍ତନ ପରେ ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିଛି। ତେବେ ଚର୍ଚ୍ଚା ହେଉଛି, ବିଜେଡି ସରକାର ଅମଳର ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କ’ଣ ହେବ?

Advertisment
IPS Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe